ଅଧିକ ପଢନ୍ତୁ : ଗଣ୍ଡିବେଡ଼ରେ ୧୫ତମ ରାଧାକୃଷ୍ଣ ମିଳନ ଉତ୍ସବ
ଅତିଥିମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ବେଶ ଧୁମଧାମରେ ହୋଇଥିଲା ବିବାହ । ବିବାହ ପରେ କୃଷ୍ଣଙ୍କୁ ଧରି ଘରେ ପହଞ୍ଚିଥିଲେ ମହିଳା । ସୂଚନା ମୁତାବକ ରକ୍ଷା ସ୍ନାତକୋତ୍ତର ଶିକ୍ଷା ପରେ ଏଲଏଲବି କରୁଛନ୍ତି । ତେବେ ଏନେଇ ସେ ପରିବାରକୁ ଗତବର୍ଷ ଜୁଲାଇରେ ଜଣାଇଥିଲେ ।