କିନ୍ତୁ ଏଠି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ବିବାହ ମଣ୍ଡପକୁ ଯିବାବେଳେ ସାଥିରେ ଏକ କୁକୁର ନେଇ ଯାଉଛନ୍ତି। ତାହା ପୁଣି ବାଇକରେ ବସି ବ୍ୟକ୍ତି ଜଣଙ୍କ ନିଜେ ଗାଡି ଚଲାଉଛନ୍ତି। ଗାଡି ଆଗରେ ବସିଛି କୁକୁର। ସବୁପ୍ରିୟଜନମାନେ ଭାରି ଖୁସିରେ ଦେଖୁଥାନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି।
ଆଜିକାଲି ସସମ୍ତଙ୍କର ଗୋଟେ ଫ୍ୟାସନ ହୋଇଗଲାଣି ଘରେ କୁକୁର ପାଳିବା। ଯାହା ଘରକୁ ଯିବ ସମସ୍ତଙ୍କ ଘରେ କୁକୁରଟିଏ ଥିବ। ଖୁବ ଲାଳନପାଳନ କରି ରଖିଥାନ୍ତି କୁକୁରମାନଙ୍କୁ। ଏହି ବ୍ୟକ୍ତି ମଧ୍ୟ ଠିକ ସେମିତି କୁକୁରକୁ ଭାରି ଭଲ ପାଆନ୍ତି । ଆଉ ସେଥି ପାଇଁ ହିଁ ତାକୁ କ୍ଷଣେ ଛାଡି ରହିପାରୁନଥିବା ଦେଖିବାକୁ ମିଳିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।