OdishaParba | ପ୍ରାଚୀନ ଗ୍ରନ୍ଥ ସାରଳା ମହାଭାରତ ପ୍ରକାଶନ ପାଇଁ 50 ବର୍ଷରୁ ଅଧିକ ସମୟ ଲାଗିଛି
ମିଡନାପୁର ଜିଲ୍ଲାର ମାଣ୍ଡାରମଣିରେ ଏକ ବିରାଟ ତିମି ମାଛ ମୃତ
ନୂଆଦିଲ୍ଲୀ : ଆଜି ସକାଳେ ପଶ୍ଚିମବଙ୍ଗର ପୂର୍ବ ମିଡନାପୁର ଜିଲ୍ଲାର ମାଣ୍ଡାରମଣିରେ ଏକ ବିରାଟ ତିମି ମାଛ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ଏତେ ବଡ଼ ତିମିର ମୃତଦେହକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। ଏହାପରେ ମାଣ୍ଡାରାମଣି ପୋଲିସ ଷ୍ଟେସନ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି। ତେବେ କୌଣସି ବଡ଼ ଜାହାଜରେ ଆଘାତ ପାଇ ତିମି ମାଛର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Download Argus News App
