ବୋମା ନିଷ୍କ୍ରିୟଗାରୀ ଦଳ ତରଫରୁ ସେବୁଗୁଡ଼ିକୁ ଅକାମି କରାଯାଇଛି । ଏହାଦ୍ୱାରା ଏଡ଼େଇ ଦିଆଯାଇଛି ଗୋଟିଏ ବଡ଼ ଧରଣର ଆତଙ୍କବାଦୀ ଅନୁପ୍ରବେଶ ଆଶଙ୍କା । ତେବେ ପୋଲିସର ଜୋରଦାର ଅପରେସନ୍ ଜାରି ରହିଛି।
ଜାମ୍ମୁକାଶ୍ମୀର ପୁଲିସ ଦ୍ୱାରା ଜବତ ହୋଇଛି ବିପୁଳ ପରିମାଣର ଆଇଇଡି

ଅର୍ଗସ ବ୍ୟୁରୋ: ଟଳିଲା ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ । ସୋପିଆନ୍ ସକ୍ଟରରେ ଜାମ୍ମୁକାଶ୍ମୀର ପୁଲିସ୍ ଦ୍ୱାରା ଜବତ ହୋଇଛି ବିପୁଳ ପରିମାଣର IMPROVISED EXPOLOSIVE DEVCIE ବା ଆଇଇଡି ।ସ୍ଥାନୀୟ ପୁଲିସ ଓ ଆର୍ମି ତରଫରୁ ମିଳିତ ଅପରେସନ୍ ଦ୍ୱାରା ଏହି ବିସ୍ଫୋରଟକୁ ଜବତ କରାଯାଇଛି ।
Download Argus News App
