ବିଶେଷକରି ସାଧାରଣଭାବେ ମିଳୁଥିବା ସାମଗ୍ରୀ ବ୍ୟବହାର କରି କିପରି ବୋମା ବ୍ୟବହାର କରିହେବ ସେଥିରେ ସେ ସିଦ୍ଧହସ୍ତ ଥିବା ପୁଲିସ ସନ୍ଦେହ କରୁଛି । ଶନିବାର ସେ କରିଥିବା ବିସ୍ଫୋରଣ, ସେ ନିଜେ ତିଆରି କରିଥିବା ପ୍ରେସର କୁକର ବୋମା ଯୋଗୁଁ ହୋଇଥିଲା । ତାଘରୁ ମିଳିଥିବା ବିସ୍ଫୋରକ ତିଆରିରେ ଲାଗୁଥିବା ରାସାୟନିକ ପଦାର୍ଥ ମଧ୍ୟରେ ରହିଛି ପୋଟାସିୟମ ନାଇଟ୍ରେଟ୍, ସଲଫର ଓ ଫସଫରସ ଇତ୍ୟାଦି । ଏଗୁଡ଼ିକୁ ବ୍ୟବହାର କରି ସେ ଆଇଡି ପ୍ରସ୍ତୁତ କରୁଥିଲା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।