ଆଦାନୀ ଟ୍ରାନ୍ସମିସନ ଲିମିଟେଡକୁ ଓରିଏଣ୍ଟେଡ ବିଭାଗରେ ଏହି ପୁରସ୍କାର ମିଳିଛି। ପରିବେଶ ପରିବର୍ତ୍ତନକୁ ନେଇ ଦେଖା ଦେଇଥିବା ସମସ୍ୟା ଏବଂ ପ୍ରଭାବ, କ୍ଲାଇମେଟ୍ ରିସ୍କ, କମ୍ପାନୀର ଏଣ୍ଟରପ୍ରାଇଜ ରିସ୍କ ମ୍ୟାନେଜମେଣ୍ଟ, ସଂସ୍ଥା ଦ୍ବାରା ଆପଣାଯାଇଥିବା ଫ୍ୟୁଚରଷ୍ଟିକ୍ ଜିଏଚ୍ ଜି ଏମିସନ ଆଦି ପରିବେଶ ପରିବର୍ତ୍ତନ ସହ ଲଢିବାରେ ପ୍ରଭାବଶାଳୀ ହେବ। ଏଟିଏଲ୍ ଏହି ପୁରସ୍କାର ନୀତି ଆୟୋଗର ପ୍ରାକୃତି ସମ୍ବଳ ଏବଂ ପରିବେଶ ପରିବର୍ତ୍ତନ ଉପଦେଷ୍ଟା ଅବିନାଶ ମିଶ୍ରଙ୍କଠାରୁ ଗ୍ରହଣ କରିଛନ୍ତି ।
ବର୍ତ୍ତମାନ ସ୍ଥିତିରେ ଏଟିଏଲର ଦୀର୍ଘକାଳୀନ ଏନଭାରମେଣ୍ଟ-ସୋସିଆଲ୍- ଗଭର୍ଣ୍ଣାନନ୍ସ ବେଶ ପ୍ରଭାବଶାଳୀ ହୋଇଛି। ଏହାସହ ଏଟିଏଲ୍ ସଷ୍ଟେନବଲ୍ ଡେଭଲେପମେଣ୍ଟ ଗୋଲ୍ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ପରିବେଶ ପରିବର୍ତ୍ତନ ନେଇ ଏଟିଏଲର ପ୍ରତିଶ୍ରୁତି ଇଏସଜି ଷ୍ଟ୍ରାଟେଜିରେ ପ୍ରଦର୍ଶିତ ହୋଇ ସାରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏଟିଏଲ୍ ନେଟ୍ ଜିରୋ ଏବଂ ଏସବିଟିଆଇ ୧.୫ ସି ଟ୍ରାଜେକ୍ଟୋରି ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତର ପରିବେଶ ପରିବେଶ ପରିବର୍ତ୍ତନ ନେଇ ଥିବା ପ୍ରତିଶ୍ରୁତି ସହ ସମାନ୍ତରାଳ ଭାବେ କାମ କରିବା ଦିଗରେ ଏଟିଏଲ୍ ହେଉଛି ଇଏସଜି ବେଞ୍ଚମାର୍କ ଅନୁସାରେ ଦେଶର ପଞ୍ଚମ କମ୍ପାନୀ ।