ଆଜି ଏକ ‘ପ୍ରେସ୍ ରିଲିଜ୍’ରେ ସରକାର କହିଛନ୍ତି । ଅପବ୍ୟବହାର ହେବାର ଆଶଙ୍କା ଥିବାରୁ କୌଣସି ସଂସ୍ଥାକୁ ଆପଣଙ୍କ ‘ଆଧାର କାର୍ଡ’ର ଜେରକ୍ସ୍ କପି ଦିଅନ୍ତୁ ନାହିଁ। ଏହା ପରିବର୍ତ୍ତେ, ଦୟାକରି ଆପଣଙ୍କ ଆଧାର କାର୍ଡର ‘ଶେଷ ଚାରିଟି ନମ୍ବର’ ଦେଖାଉଥିବା ‘ମାସ୍କଡ୍ ଆଧାର’ ବ୍ୟବହାର କରନ୍ତୁ। କେନ୍ଦ୍ର ସରକାରଙ୍କ IT ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଆଧାର କାର୍ଡ ଦେବାନେଇ ସତର୍କ ରୁହନ୍ତୁ
Download Argus News App
