मैं स्वीकार करता हूँ कि फ़िल्म आदिपुरुष से जन भावनायें आहत हुईं हैं.
अपने सभी भाइयों-बहनों, बड़ों, पूज्य साधु-संतों और श्री राम के भक्तों से, मैं हाथ जोड़ कर, बिना शर्त क्षमा माँगता हूँ.
भगवान बजरंग बली हम सब पर कृपा करें, हमें एक और अटूट रहकर अपने पवित्र सनातन और महान देश की… — Manoj Muntashir Shukla (@manojmuntashir) July 8, 2023
କିଛିଦିନ ତଳେ ବଜରଙ୍ଗବାଲୀ ଭଗବାନ ହନୁମାନଙ୍କୁ ଅପମାନିତ କରିଥିଲେ ମନୋଜ ।ବଜରଙ୍ଗବାଲୀ ଭଗବାନ ନୁହନ୍ତି ବୋଲି ମନୋଜ କହିବା ପରେ ବିବାଦ ବଢିଥିଲା। ପୂର୍ବରୁ ଆଦିପୁରୁଷର ଡାଏଲଗ ପାଇଁ ବିବାଦରେ ଥିବା ମନୋଜଙ୍କୁ ଧମକ ମିଳିବାରୁ ପୁଲିସ୍ ତାଙ୍କୁ ସୁରକ୍ଷା ଯୋଗାଇ ମଧ୍ୟ ଦେଇଥିଲା । ୧୬ ଜୁନ ରେ ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିସାରିଛି। ଆଦିପୁରୁଷ’ ଚଳଚ୍ଚିତ୍ରର କାହାଣୀ ଏବଂ ଏଥିରେ ପ୍ରଦର୍ଶିତ ସଂଳାପକୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଗୋଟିଏ ପଟେ ଫିଲ୍ମ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିବା ବେଳେ ଅନ୍ୟପକ୍ଷରେ ଦର୍ଶକମାନେ ମଧ୍ୟ ଏହାକୁ ତୀବ୍ର ସମାଲୋଚନା କରୁଛନ୍ତି। ଫିଲ୍ମରେ ଦେଖାଯାଇଥିବା ସଂଳାପକୁ ନେଇ ସାରା ଦେଶରେ ଆଲୋଡ଼ନ ଦେଖାଦେଇଥିଲା।
ଅଧିକ ପଢନ୍ତୁ :ନୋଟିସ ପଠାଇ ଜବାବ ମାଗିଲେ କୋର୍ଟ, ଗୋଟିଏ ସପ୍ତାହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ