ସେମାନଙ୍କୁ ସ୍ବାଗତ ଜଣାଇଥିଲେ ଲୋକସଭା ବାଚସ୍ପତି ଓମ୍ ବିରଲା ଏବଂ ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦିପ ଧନଖଡ଼ । ଅଧିବେଶନ ପରେ ଜିମ୍ବାଓ୍ବେର ପ୍ରତିନିଧି ଦଳ ଭାରତୀୟ ସାଂସଦ ଓ ଉପ ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଜନା କରିଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଭାରତର ସଂସଦୀୟ କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲେ ଜିମ୍ବାଓ୍ବେର ସାସଂଦ

ଅର୍ଗସ ବ୍ୟୁରୋ : ଭାରତର ସଂସଦୀୟ କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେର ସାସଂଦ ତଥା ନିର୍ବାଚିତ ଲୋକ ପ୍ରତିନିଧି । ଆଜି ସଂସଦର ଉଭୟ ଗୃହ ପରିଦର୍ଶନ କରି ଭାରତୀୟ ସଂସଦର କାର୍ଯ୍ୟକାରିତା ବାବଦରେ ପ୍ରତ୍ୟକ୍ଷ ସୂଚନା ସଂଗ୍ରହ କରିଥିଲେ ।
Download Argus News App
