ବିଦେଶ ଖବର ଆହୁରି ପଢନ୍ତୁ
ଏୟାର ଇଣ୍ଡିଆ ବିମାନରେ ନିଆଁ
Download Argus News App

ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ନିଆଁ । ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ । ବିମାନର ଜରୁରୀ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ । ବିମାନ ଉଡାଣ ବେଳେ ନିଆଁ ଲାଗିଥିବା ସୂଚନା ମିଳିଛି । ଆବୁଧାବିରୁ କାଲିକଟ୍ ଉଡାଣ ବେଳେ ଲାଗିଥିଲା ନିଆଁ ।
ବିଦେଶ ଖବର ଆହୁରି ପଢନ୍ତୁ