ଜଣେ ପାଇଲଟ ଭାବେ ସେ ମସ୍କୋରେ MiG-29 ଅପଗ୍ରେଡ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ୍ ର ନେତୃତ୍ବ ନେଇଥିଲେ । ସେହିଭଳି ସ୍ବେଗେଶୀ ନିର୍ମିତ ତେଜସ୍ ର ଟେଷ୍ଟି ବେଳେ ନ୍ୟାସନାଲ ଫ୍ଲାଇଟ୍ ଟେଷ୍ଟ ସେଣ୍ଟର ଡାଇରେକ୍ଟର ଥିଲେ ଏୟାର ମାର୍ଶାଲ ଏ.ପି. ସିଂହ । ଏହି ଦାୟିତ୍ବ ନେବା ଅବସରରେ ସେ ନ୍ୟାସନାଲ ମେମୋରିଆଲରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏୟାର ମାର୍ଶାଲ ଏ.ପି. ସିଂହ ହେଲେ ଭାରତୀୟ ବାୟୁ ସେନାର ନୂଆ ଭାଇସ୍ ଚିଫ୍
Download Argus News App
