+VBharat | 22 Mar 2023 | ArgusNews
ଅଯୋଧ୍ୟାରେ ହାଇଆଲର୍ଟ

ଅର୍ଗସ ବ୍ୟୁରୋ : ଅଯୋଧ୍ୟାରେ ହାଇଆଲର୍ଟ । ନିର୍ମାଣାଧିନ ରାମମନ୍ଦିର ପରିସରକୁ ଉଡ଼ାଇ ଦିଆଯିବାର ଧମକ ମିଳିବା ପରେ ସମ୍ପୃକ୍ତ ଅଂଚଳକୁ ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ବାରା କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି ପ୍ରଭୁ ଶୀରାମଙ୍କ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ମହାରାଜ । ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ଗତକାଲି ମନ୍ଦିର ପରିସର ଉଡ଼ାଇବାକୁ ଅଜଣା ଧମକ ମିଳିଥିଲା । ଏହାପରେ ତତ୍ପର ହୋଇ ଉଠିଛି ସୁରକ୍ଷା ଏଜେନ୍ସି ।
Download Argus News App
