ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀକୁ ବିରୋଧ କରିଥିଲେ ଅନୀଲ । ଅନିଲ ଆଣ୍ଟୋନି କହିଥିଲେ, ଭାରତୀୟ ପ୍ରତିଷ୍ଠାନ ବଦଳରେ ବ୍ରିଟିଶ ପ୍ରସାରଣକାରୀଙ୍କ ବିଚାରକୁ ଗୁରୁତ୍ୱ ଦେଲେ ଦେଶର ସାର୍ବଭୌମତ୍ବ ପ୍ରଭାବିତ ହେବ । ତେବେ କଂଗ୍ରେସ ପକ୍ଷରୁ ଅନୀଲଙ୍କ ଏପରି ଷ୍ଟାଣ୍ଡକୁ ବିରୋଧ କରାଯାଇଥିଲା। ଏହା ଅନୀଲଙ୍କୁ ଖୁବ ମର୍ମାହତ କରିଥିଲା । ସେଥିପାଇଁ ସେ ଇସ୍ତଫା ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି। ଅନୀଲ କେରଳ କଂଗ୍ରେସ ଡିଡିଟାଲ ମିଡିଆ ସେଲର ମୁଖ୍ୟ ଥିଲେ।
ରାଜନୀତି ଖବର ଆହୁରି ପଢନ୍ତୁ ।