ତେବେ ଉଭୟଙ୍କ ରିସେପ୍ସନ ପାର୍ଟି ମଧ୍ୟ ଖୁବ ଧୁମଧାମରେ ହୋଇଥିଲା । ଯେଉଁଥିରେ କ୍ରିକେଟରଙ୍କ ସମେତ ନାମୀଦାମୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ପାର୍ଟିର ସାଜସଜ୍ଜା ଥିଲା ବେଶ ଚମତ୍କାର । ରାଜକୀୟ ଢଙ୍ଗରେ ଥିଲା ସାଜସଜ୍ଜା ।ଆସିଥିବା ଅତିଥିମାନେ ଅକ୍ଷ୍ସରଙ୍କ ପାର୍ଟିର ଭରପୂର ମଜା ଉଠାଇଥିଲେ । ଗୀତନାଚର ଆସର ସାଙ୍ଗକୁ ବେଶ ଗର୍ଜିୟସ ଲାଗୁଥିଲେ ଏହି ଷ୍ଟାର କପଲ ।
ଗତ କିଛିଦିନ ତଳେ କ୍ରିକେଟର କେଏଲ ରାହୁଲ ଏବଂ ଆଥିଆଙ୍କ ବିବାହ ଧୁମଧାମରେ ହୋଇଥିଲା । ଏବେ କ୍ରିକେଟର ଅକ୍ଷ୍ସର ପଟେଲଙ୍କ ବିବାହ ପରେ କ୍ରିକେଟଫ୍ୟାନ ମାନେ ଏହାର ବେଶ ମଜା ଉଠାଇଛନ୍ତି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।