2020 ଜୁଲାଇରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ନେଇ ନୋଟିସ ଜାରି କରିଥିଲେ ରାଜ୍ୟ ସରକାର। ସେବେଠୁ ବିଲଙ୍ଗ୍ ଗାଁର ନାଁ ହୋଇଥିଲା ରଙ୍ଗବତୀ ବିଲୁଙ୍ଗ୍। ପୂର୍ବରୁ ମୋଦି ସରକାର 2017ରେ ରଙ୍ଗବତୀର ଗାୟକ ଜିତେନ୍ଦ୍ର ହରିପାଲଙ୍କୁ ଦେଇଥିଲେ ପଦ୍ମଶ୍ରୀ। ପରେ ୨୦୨୦ରେ ରଙ୍ଗବତୀର ଗିତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ମିଳିଥିଲା ପଦ୍ମଶ୍ରୀ।
ଆଉ ଚଳିତ ବର୍ଷ ପଦ୍ମ ସମ୍ମାନରେ ସମ୍ମାନିତ ହେବେ ରଙ୍ଗବତୀ ଗାୟିକା କ୍ରିଷ୍ଣା ପଟେଲ। ଯେଉଁ ରଙ୍ଗବତୀ ପିଲା ବୁଢ଼ା ସମସ୍ତଙ୍କୁ ନଚାଏ। ସେହି ଗୀତ ପାଇଁ ୩ ଜଣଙ୍କୁ ପଦ୍ମ ସମ୍ମାନ ଦେଇ ରଙ୍ଗବତୀଙ୍କି ବିଶ୍ବ ଦରବାରରେ ନୂଆ ପରିଚୟ ଦେବାପାଇଁ ପ୍ରୟାସ କରିଛନ୍ତି ମୋଦି ସରକାର ।
ଓଡିଶା ଖବର ଆହୁରି ପଢନ୍ତୁ