ମହିଳାଙ୍କ ନିଯୁକ୍ତିରେ ପଛୁଆ ରାଜ୍ୟ ପୋଲିସ ବିଭାଗ
ଇରାନ ଆକାଶରେ ଉଡ଼ିବନି ଭାରତୀୟ ବିମାନ: ଡିଜିସିଏ
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ପରିସ୍ଥିତି ପାଇଁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ସତର୍କ ହୋଇଛି ।
ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି । ଡିଜିସିଏ ଆଜି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନକରିବାକୁ ।
ଆମେରିକାର ଏକ ସର୍ଭେଲାନ୍ସ ଡ୍ରୋନ୍ ଗୁରୁବାର ଇରାନ ଖସାଇଦେବା ପରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।
ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ ସୁବାସ ସିଂହ
ଅର୍ଗସ ବ୍ୟୁରୋ: ମାଲକାନଗିରିରେ ତୀବ୍ର ପ୍ରତିକ୍ରିୟା । ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ କଟକ ମେୟର ସୁବାସ ସିଂହ । ଏଠି ପ୍ରଶ୍ନ, ମାଲକାନାଗିରି କଣ କଳାପାଣି ?
ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠା
Download Argus News App
