3ଦିନିଆ ଉତ୍ତର-ପୂର୍ବ ଭାରତ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

ଅର୍ଗସ ବ୍ୟୁରୋ : 3ଦିନିଆ ଉତ୍ତର-ପୂର୍ବ ଭାରତ ଗସ୍ତରେ ଯାଇ ସିକିମରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା । ଆଜି ସିକିମ ରାଜଧାନୀ ଗ୍ୟାଙ୍ଗଟକରେ ଡାଏରୀ କନକ୍ଲେଭର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପୂର୍ବାଂଚଳର ବିକାଶ କେନ୍ଦ୍ର ସରକାରଙ୍କ ପାଇଁ ପ୍ରାଥମିକତା ରହି ଆସିଛି ବୋଲି ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ଏହି ଅଂଚଳର ଯୁବକ ମାନଙ୍କୁ ଅଧୀକରୁ ଅଧିକ ରୋଜଗାରକ୍ଷମ କରିବାଦିଗରେ ସରକାର ଆବଶ୍ୟକିଯ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ କହିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
Download Argus News App
