`ସରକାରରୁ ସମୃଦ୍ଧି' ସ୍ବପ୍ନକୁ ସାକାର କରିବା ପାଇଁ ମୋଦି ସରକାର ଏହି ମନ୍ତ୍ରାଳୟ ଗଠନ କରିଛନ୍ତି । ନୂଆ ମନ୍ତ୍ରାଳୟ ଦେଶରେ ସହଭାଗିତା ମଜବୁତ କରିବା ପାଇଁ ପ୍ରଶାସନ, କାନୁନ ଓ ନୀତିଗତ ଢାଞ୍ଚା ଉପରେ କାମ କରିବ । ତୃଣମୂଳ ସ୍ତରରେ ସହଭାଗିତା ପହଞ୍ଚାଇବା ପାଇଁ ନୂଆ ମନ୍ତ୍ରାଳୟ ମୂଳ ଲକ୍ଷ ରହିବ । ମୋଦି ସରକରାଙ୍କ ଏହି ଦୁରଦର୍ଶୀ ନିଷ୍ପତି କୃଷି ଏବଂ ଗ୍ରାମାଞ୍ଚଳରେ ସମ୍ପୃଦ୍ଧି ହୋଇପାରିବ କହିଛନ୍ତି ଗୃହମନ୍ତ୍ରୀ ଅମିତି ଶାହା ।
ନୂଆ ମନ୍ତ୍ରଣାଳୟ ମିନିଷ୍ଟ୍ରି ଅଫ୍ କୋ-ପରେସନ; ଲକ୍ଷ୍ୟ ‘ସରକାରରୁ ସମୃଦ୍ଧି ’
Download Argus News App
