ଆଜି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ପ୍ରଚାର । ଅହମଦାବାଦରେ ଏକ ବିଶାଳ ରୋଡ୍ ଶୋ ରେ ଭାଗ ନେଇ ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାରର ମଙ୍ଗ ଧରିଥିଲେ ଶାହା ।
ଅହମଦାବାଦରେ ଏକ ବିଶାଳ ରୋଡ୍ ଶୋରେ କେନ୍ଦ୍ର ଗୃହମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବା ବିରୋଧିଙ୍କୁ ଗୁଜୁରାଟବାସୀ ବାଲାଟରେ ଜବାବ ଦେବେବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ମୋଦିଙ୍କ ପ୍ରତି ରାବଣ ଶବ୍ଦ ପ୍ରୟୋଗ କରିଥିବାରୁ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଶାହା ।
Download Argus News App
