ଅଧିକ ପଢ଼ନ୍ତୁ ଦେଶ ଖବର:
ଖଲିସ୍ଥାନ ସମର୍ଥିତ ସଂଗଠନ ବାରିସ୍ ପଞ୍ଜାବ ଦେ ର ମୁଖ୍ୟ ହେଉଛି ଅମ୍ରିତ ପାଲ। ଫେରାର ଥିବା ଅମ୍ରିତ ପାଲକୁ ଖୋଜିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଗତକାଲି ସଂଧ୍ୟାରେ ଖବର ଆସିଥିଲା ଯେ ପୋଲିସ ହେପାଜତରେ ଅମ୍ରିତ ପାଲ୍। ମାତ୍ର ପଞ୍ଜାବ ପୋଲିସ ପକ୍ଷରୁ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନଥିଲା।