ସେପଟେ ବିରୋଧୀ ଦଳଗୁଡିକ ଆଗାମୀ ଅଧିବେଶନରେ ଦରଦାମ୍ ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି। ଆସନ୍ତାକାଲିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସଂସଦରେ ଫେବ୍ରୁଆରୀ ପହିଲାରେ ବଜେଟ୍ ଉପସ୍ଥାପନ ଅର୍ଥମନ୍ତ୍ରୀ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ବଜେଟ୍ ଅଧିବେଶନ ପୂର୍ବରୁ ଆଜି ମଧ୍ୟାନ୍ନରେ ବସିବ ସର୍ବଦଳୀୟ ବୈଠକ

ଅର୍ଗସ ବ୍ୟୁରୋ: ସଂସଦର ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ଆଜି ମଧ୍ୟାନ୍ନରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସର୍ବଦଳୀୟ ବୈଠକ ଡକାଇଛନ୍ତି। ମଧ୍ୟାହ୍ନ ୧୨ଟାରେ ସଂସଦର ଆନେକ୍ସ ବିଲ୍ଡିଂରେ ଏହି ବୈଠକ ହେବାକୁ ଯାଉଛି । ବୈଠକରେ ସରକାର ସଂସଦର ଅଧିବେଶନ ସୁରୁଖୁରୁରେ ଚାଲିବା ନିମନ୍ତେ ବିରୋଧୀ ଦଳ ନେତାଙ୍କ ସହଯୋଗ କାମନା କରିବେ।
Download Argus News App
