An earthquake of magnitude 4.2 on the Richter scale hit Andaman Islands Region at 1.44 am today: National Centre for Seismology pic.twitter.com/Sz6rn9PGXM — ANI (@ANI) July 12, 2021
ନୂଆଦିଲ୍ଲୀ: ଆଣ୍ଡାମାନ ଦୀପ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହେଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରହିଥିବା ଜଣାପଡ଼ିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଦେଇଛି ।