ବିରେନ ମର୍ଚାଣ୍ଟ ଓ ଶୈଳା ମର୍ଚାଣ୍ଟଙ୍କ ଏକମାତ୍ରା ଝିଅ ହେଉଛନ୍ତି ରାଧିକା ମର୍ଚାଣ୍ଟ। ବିରେନ ଓ ଶୈଳା ଏନକୋର ହେଲଥ୍କେୟାର ସିଇଓ ଅଛନ୍ତି। ମୁମ୍ବାଇରେ ସ୍କୁଲ ପଢା ସାରି ନ୍ୟିୟୁର୍କରେ ରାଜନିତୀ-ଇକୋନେମିସିରେ ଗ୍ରାଜୁଏସନ ଶେଷ କରିଥିଲେ ରାଧିକା। ସେ ଏବେ ସେଲସ-ଏକ୍ଜୁକ୍ୟଟିଭ ଭାବେ ନିଜର କ୍ୟାରୀୟର ଗଢିଛନ୍ତି। ନିଜ ନିର୍ବନ୍ଧରେ କ୍ଲାସିକାଲ ଡ୍ୟାନ୍ସରେ ସେ ସମସ୍ତଙ୍କ ମନ କିଣି ନେଇଥିଲେ। ଭିଡିଓଟି ମଧ୍ୟ ଖୁବ୍ ଭାଇରାଲ ହେଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।