ଅନ୍ୟ ପକ୍ଷରେ ପୋଟାଙ୍ଗି ଜିଲ୍ଲା ପରିଷଦ ଟିକାଇ ଗେମେଲ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଓଡିଶାରେ ରହି ଆନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଦୁଇ ଭଲ୍ୟୁଣ୍ଟିୟରକୁ ତାଗିତ କରିଥିଲେ ଜିଲା ପରିଷଦ । ଆନ୍ଦ୍ର ସରକାର ପକ୍ଷରୁ ଗୋଟିଏ ଭଲ୍ୟୁଣ୍ଟିୟରକୁ ମାସକୁ 5 ହଜାର ଟଙ୍କା ଦରମା ଲାଗୁ କରାଯାଇଛି । YSR ବୀମା ଯୋଜନାରେ ସାମିଲ ହଇଥିବା ବ୍ୟକ୍ତି କୌଣସି କାରଣ ବସତ ମୃତ୍ୟୁ ବରଣ କଲେ, 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବ ଆନ୍ଧ୍ର ।
YSR ବୀମା ଯୋଜନାରେ ସାମିଲ କରିବା ପାଇଁ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ : କୋଟିଆ ପୁଞ୍ଚରେ ଆନ୍ଧ୍ରର ନୂଆ ତରିକା। YSR ବୀମା ଯୋଜନାରେ ସାମିଲ କରିବ ଆନ୍ଧ୍ର । କୋଟିୟା ପୁଞ୍ଜରେ ଥିବା 21 ଖଣ୍ଡ ଗାଁ ଲୋକେ YSR ବୀମା ଯୋଜନାରେ ସାମିଲ ହେବେ । କୋଟିୟା ବାସୀଙ୍କୁ ସାମିଲ କରିବା ପାଇଁ 16 ଜଣ ଭଲ୍ୟୁଣ୍ଟିୟରଙ୍କୁ ନିଯୁକ୍ତି ଦେଇ କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ରହିଛି । ଏହି 16 ଜଣ କୋଟିୟା ପୁଞ୍ଜର ବୋଲି ଜଣାପଡ଼ିଛି ।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
