ଅନ୍ୟପଟେ ଗତ ଦେଢରୁ ଦୁଇ ବର୍ଷ ମଧ୍ୟରେ ପାଖାପାଖି 2 ଲକ୍ଷ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଡିଜିପି ଗୌତମ ସ୍ୱାଙ୍ଗ । ଡିଜିପିଙ୍କ ଉପସ୍ଥିତିରେ କୋଡୁରୁ ଅଞ୍ଚଳରେ ଗଞ୍ଜେଇ ଗଛରେ ନିଆଁ ଲଗାଇ ପୋଡି ଦିଆଯାଇଛି ।
Andhra Pradesh police say it destroyed a huge quantity of cannabis worth Rs 850 crore at Koduru village near Anakapalli in the Visakhapatnam district pic.twitter.com/fUWrofEvw2 — ANI (@ANI) February 12, 2022