ଅଧିକ ପଢନ୍ତୁ : ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଅଭିଯାନର ଶୁଭାରମ୍ଭ
ଏହି ପ୍ରଦର୍ଶନକୁ ଦେଖିବା ପରେ ହିଁ ତାଙ୍କୁ ବିଶ୍ବକପ ଟିମ୍ ରେ ଏଣ୍ଟ୍ରି ମିଳିଛି । ତେବେ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ । ଚଳିତ ବିଶ୍ବକପ ଭାରତରେ ହେବାକୁ ଥିବା ବେଳେ ୨ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ । କାଲି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଥିବା ବେଳେ ଗୌହାଟିରେ ପହଞ୍ଚିଛି ଭାରତୀୟ ଟିମ୍ ।