ଏହା ବ୍ୟତୀତ ଶ୍ୱେତା ଲେଖିଛନ୍ତି- ପ୍ରିୟ ସାର୍, ମୋର ହୃଦୟ କହୁଛି ଯେ ତୁମେ ସତ୍ୟ ଏବଂ ସତ୍ୟ ସହିତ ଛିଡା ହୁଅ । ଆମେ ଅତି ସରଳ ଓ ଏକ ସାଧାରଣ ପରିବାରରୁ ଆସିଛୁ । ବଲିଉଡରେ ଥିବାବେଳେ ମୋ ଭାଇଙ୍କର କୌଣସି ଗଡଫାଦର ନଥିଲେ ଏବଂ ଆମର ମଧ୍ୟ ନାହିଁ । ତୁମକୁ ମୋର ଅନୁରୋଧ ହେଉଛି ଏହି ମାମଲାକୁ ଗୁରୁତ୍ୱର ସହ ଦେଖନ୍ତୁ ଏବଂ ଯତ୍ନବାନ ହୁଅନ୍ତୁ ଯେ ସବୁକିଛି ସଠିକ୍ ଭାବରେ ତଦନ୍ତ ହେଉ । ଏବଂ କୌଣସି ପ୍ରମାଣର କୁ ଜାଣି ଶୁଣି ନଷ୍ଟ ନ କରାଯାଉ ।
ଏଠି କହିରଖୁଛୁ ଯେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ସେ ଭଗବାନଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ – ଆସନ୍ତୁ ଏକତ୍ର ହେବା, ସତ୍ୟ ପାଇଁ ଏକାଠି ଠିଆ ହେବା । #ଇଣ୍ଡିଆଫରସୁଶାନ୍ତ # ଗଡପ୍ଲିଜହେଲ୍ପଅସ ।