101 ଟି ପ୍ରତିରକ୍ଷା ସାମଗ୍ରୀ ମଧ୍ୟରେ ଆର୍ଟିଲିରି ବନ୍ଧୁକ, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ସୋନାର ସିଷ୍ଟମ, ପରିବହନ ବିମାନ, LCHs, ରାଡାର ଭଳି ସମଗ୍ରୀ ରହିଛି । ଭାରତ ଏହାକୁ ପ୍ରସ୍ତୁତ କରି ନିଜର ଆବଶ୍ୟକତା ପୂରଣ କରିବା ସହ ଅନ୍ୟ ଦେଶ ମାନଙ୍କୁ ବିକ୍ରି କରିବାର ଲକ୍ଷ ରଖିଛି। ଭାରତରେ ପ୍ରତିରକ୍ଷା ଉତ୍ପାଦନ ବଢ଼ାଇବୁ । ଆସନ୍ତା ୬ରୁ ୭ ବର୍ଷ ମଧ୍ୟରେ ୪ ଲକ୍ଷ କୋଟିର ଚୁକ୍ତି ହେବ । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘୋଷଣା କରିଥିବା କହିଛନ୍ତି।