ଭାଇରସ ପରେ ଟାର୍ଗେଟରେ ଚାଷ । ସାରା ବିଶ୍ବରେ ବୁଲୁଛି ସନ୍ଦେହଜନକ ବିହନ । ଆମେରିକା, ୟୁରୋପ, ଜାପାନ ଭଳି ଦେଶରୁ ଅଭିଯୋଗ । ନ୍ୟୁଜିଲାଣ୍ଡ, ଲଣ୍ଡନ, କାନାଡାରୁ ବି ମିଳୁଛି ଅଭିଯୋଗ । ବିପଦର ନାଁ ‘ବ୍ରସିଂ ସ୍କାମ’ ‘ଏଗ୍ରିକଲଚରାଲ ସ୍ମଗଲିଂ’ । ଫସଲରେ ରୋଗ ସୃଷ୍ଟି କରିବ ମଞ୍ଜି । ପରିବେଶ ଓ କୃଷି ପାଇଁ ହୋଇପାରେ ବଡ଼ ବିପଦ । ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର ସରକାର । ପାର୍ସଲ ପ୍ରତି ସତର୍କ ଓ ସଚେତନ ରହିବାକୁ ନିର୍ଦ୍ଦେଶ । ବିନା ଅର୍ଡରରେ ଆସୁଛି ବିହନ ପାର୍ସଲ ।
ଜୈବିକ ଆତଙ୍କବାଦର ନୂଆ ତରିକା, ଆତଙ୍କର ନୂଆ ନାଁ ସିଡ ଟେରୋରିଜମ !
ଅର୍ଗସ ବ୍ୟୁରୋ: ଜୈବିକ ଆତଙ୍କବାଦର ନୂଆ ତରିକା । ଆତଙ୍କର ନୂଆ ନାଁ ସିଡ ଟେରୋରିଜମ । କରୋନା କାଳରେ ବିହନ ବିପଦ । ବିନା ଅର୍ଡରରେ ଆସୁଛି ବିହନ । ବଜାରରେ ବୁଲୁଛି ସନ୍ଦେହଜନକ ବିହନ ପ୍ୟାକେଟ । ସତର୍କ କରାଇଲେ କେନ୍ଦ୍ର ସରକାର । ସ୍ପଷ୍ଟ ହୋଇନି ବିହନ ତିଆରି ପଛରେ କିଏ ? ପରିବେଶ ଓ ଚାଷ ପ୍ରତି ହୋଇପାରେ ବଡ଼ ବିପଦ । କେଉଁଠୁ ଆସୁଛୁ? କିଏ ପ୍ରସ୍ତୁତ କରୁଛି ? ବିହନ ପଛରେ ଚୀନର ହାତ ଅଛି କି !
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
