ଅଧିକ ପଢନ୍ତୁ : ଆରବସାଗରରେ ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର
ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଦୁର୍ଘଟଣାର କିଛି ସମୟ ପୂର୍ବରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହିତ ହେଲିକପ୍ଟରର ଯୋଗାଯୋଗ ବିଚ୍ଛନ୍ନ ହୋଇଥିଲା । ଆଜି ସକାଳ 9ଟା 15 ସମୟରେ ଏହି ଦୁର୍ଘଟଣା ଘଟିଥିଲା ।