ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଅଶ୍ଵୀନ ବୈଷ୍ଣବଙ୍କୁ ରେଳ ମନ୍ତ୍ରଳାୟ ଓ ଆଇଟି

ନୂଆଦିଲ୍ଲୀ: ଅଶ୍ଵୀନ ବୈଷ୍ଣବଙ୍କୁ ରେଳ ମନ୍ତ୍ରଳାୟ ଓ ଆଇଟି ଦାୟିତ୍ଵ ମିଳିଛି। ଅଶ୍ଵିନୀ ବୈଷ୍ଣବ ୨୦୧୯ ମସିହା ୨୮ ଜୁନରୁ ସଂସଦରେ ଓଡିଶାକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ରାଜ୍ୟସଭା ସାଂସଦ ଅଟନ୍ତି। ତାଙ୍କର ଅନେକ ଦକ୍ଷତା ଅଛି।
Download Argus News App
