ସେହିପରି ବିଶେଶ୍ଵର ଟୁଡୁ ୨୦୧୯ରେ ମଯୂରଭଞ୍ଜ ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଆଦିବାସୀଙ୍କ ସେବା କରି ସେ ଉଦାହରଣ ପାଲଟିଛନ୍ତି। ଉତ୍ତର ଓଡିଶାର ଜଣାଶୁଣା ନେତା ଭାବରେ ସେ ପରିଚିତ।
ଶପଥ ନେଲେ ଅଶ୍ଵିନୀ ବୈଷ୍ଣବ ଓ ବିଶେଶ୍ଵର ଟୁଡୁ

ନୂଆଦିଲ୍ଲୀ: ଶପଥ ନେଲେ ଅଶ୍ଵିନୀ ବୈଷ୍ଣବ ଓ ବିଶେଶ୍ଵର ଟୁଡୁ। ଅଶ୍ଵିନୀ ବୈଷ୍ଣବ ୨୦୧୯ ମସିହା ୨୮ ଜୁନରୁ ସଂସଦରେ ଓଡିଶାକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ରାଜ୍ୟସଭା ସାଂସଦ ଅଟନ୍ତି।
Download Argus News App
