ବିଧାୟକ ଦଳ ବୈଠକରେ ଏ ନେଇ ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନବାଲ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି।
ଆସନ୍ତାକାଲି ଦିବା ୧୨ଟାରେ ଶପଥ ନେବ ଆସାମର ନୂତନ କ୍ୟାବିନେଟ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଦିବା ୧୨ଟାରେ ଆସାମର ନୂତନ କ୍ୟାବିନେଟ ଶପଥ ନେବ । ଏ ନେଇ ବିଜେପି ବିଧାନସଭା ଦଳର ନେତା ହିମନ୍ତ ବିଶ୍ୱା ଶର୍ମା ସୂଚନା ଦେଇଛନ୍ତି। ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱା ଶର୍ମା। ଏ ନେଇ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। \
Download Argus News App
