ଅନ୍ୟପଟେ ଏହାକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୋକ ପ୍ରକାଶ କରିଛନ୍ତି । ଏହାସହ ଆହତ ଯବାନଙ୍କୁ ଉତ୍ତମରୁ ଅତି ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ କହିଛନ୍ତି । ଯବାନଙ୍କ ସାହସକୁ ପ୍ରଶଂସା କରିବା ସହ ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।
Chhattisgarh CM Bhupesh Baghel condoles the demise of CRPF Assistant Commandant SB Tirkey who lost his life in an encounter with naxals today in Bijapur.
"The martyrdom of our jawans will not go to waste," he tweets. pic.twitter.com/zAdOTB2cOD — ANI (@ANI) February 12, 2022