ପ୍ରଥମେ ପଥରକୁ ବିଭିନ୍ନ ରୂପ ଦିଆଯିବା ପରେ ସେଗୁଡ଼ିକୁ ବ୍ୟବହାର କରାଯାଉଛି ପଥର ବାଛିବା ଓ ଆଣିବା ପାଇଁ ରାଜସ୍ଥାନରେ ସ୍ବତନ୍ତ୍ରଭାବରେ କର୍ମଶାଳା ଆୟୋଜିତ ହେଉଛି। ଆସନ୍ତା ବର୍ଷଠାରୁ ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ମନମୋହିବ ବିଭିନ୍ନ ପଥର ନିର୍ମିତ କାରୂକାର୍ଯ୍ୟ ।
ମନ୍ଦିରକୁ ସୁନ୍ଦର ଓ ଆକର୍ଶଣୀୟ କରିବାକୁ ବ୍ୟବହୃତ ହେଉଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ପଥର

ଅର୍ଗସ ବ୍ୟୁରୋ : ଦ୍ରୁତ ଗତିରେ ଆଗେଇ ଚାଲିଛି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣ କାର୍ଯ୍ୟ । ମନ୍ଦିରକୁ ଅଧିକ ସୁନ୍ଦର ଓ ଆକର୍ଶଣୀୟ କରିବାକୁ ବ୍ୟବହୃତ ହେଉଛି ରାଜସ୍ଥାନରୁ ଆସୁଥିବା ବିଭିନ୍ନ ପ୍ରକାର ମୂଲ୍ୟବାନ ପଥର ।
Download Argus News App
