ବିବିସି ଡକ୍ୟୁମେଣ୍ଟାରି ଦେଖିବାକୁ ସେମାନଙ୍କୁ ଅନୁମତି ଦେବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରିକୁ ପ୍ରସାରଣ କରାନଯାଉ ବୋଲି ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।