। ସାଉଥ ଆଫ୍ରିକାର ଆପ୍ଟେନ୍ଙ୍କୁ କୋଚ୍ ଦ୍ରାବିଡ ବହୁତ ପସନ୍ଦ କରନ୍ତି । ଦ୍ରାବିଡ଼ଙ୍କ ପରାମର୍ଶରେ ହିଁ ବୋର୍ଡ ୫୩ ବର୍ଷୀୟ ଆପ୍ଟେନ୍ଙ୍କୁ ମେଣ୍ଟାଲ୍ କଣ୍ଟିସନିଂ କୋଚ୍ ଭାବେ ନିଯୁକ୍ତି କରିଥିଲେ । ଆପ୍ଟେନ୍ ଏହି ବର୍ଷ ଜୁଲାଇ ମାସରୁ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତଠାରୁ ହିଁ ବିସିସିଆଇ ସହିତ ଜଡିତ ହୋଇଥିଲେ ।
ସେହିପରି ଏହାପୂର୍ବରୁ ସେ ୨୦୦୮-୧୧ ସମୟରେ ଟିମ୍ ସହିତ ଯୋଡି ହୋଇଥିଲେ ଆପ୍ଟେନ୍ । ଏହି କୋଚ ଗ୍ୟାରି କଷ୍ଟର୍ନ ଥିଲେ । ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ସହ ଆପ୍ଟେନଙ୍କ ସଂପର୍କ ଖୁବ୍ ଭଲ ଥିଲା । ଏହି ସମୟରେ ଭାରତ ୨୦୧୧ ବିଶ୍ୱକପ୍ ବିଜୟୀ ହୋଇଥିଲା । ଏବଂ ଟେଷ୍ଟ ରାଙ୍କିଂରେ ଟପ୍ରେ ମଧ୍ୟ ରହିଥିଲା । ପରେ ରାହୁଲ୍ ଦ୍ରାବିଡଙ୍କ ସହ ରାଜସ୍ଥାନ ରୟାର୍ଲସରେ ଏକାଠି କାମ