ଗାଁଠୁ ସହର ବର୍ଷା ହେଲେ ରାସ୍ତାରେ ପାଣିର ସୁଅ ଛୁଟେ । ଅବଶ୍ୟ ଗାଁ ଅପେକ୍ଷା ସହର ମାନଙ୍କରେ ଏଭଳି ଦୃଶ୍ୟ ବେଶୀ ଦେଖିବାକୁ ମିଳୁଛି । କେଉଁଠି ଖାଲ, ଆଉ କେଉଁଠି ଭଲ ରାସ୍ତା କିଛି ଜଣାପଡେନି । ଗାଡି ଚଲାଇବା ବେଳେ ଆପଣ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହୋଇଥିବେ ।
ଏମାନଙ୍କୁ ଦେଖନ୍ତୁ । କେମିତି ଦୁଇ ଜଣ ସ୍କୁଟିରେ ଯାଉଛନ୍ତି । ହେଲେ ହଠାତ୍ ଦୁଇ ଜଣ ପୁରା ପୁରି ଓଲଟି ପଡୁଛନ୍ତି । ପଛରେ ବସିଥିବା ଝିଅଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡୁଛନ୍ତି । ସୌଭାଗ୍ୟ ବସତଃ ଦୁହିଁଙ୍କର ବିଶେଷ କିଛି କ୍ଷତି ହୋଇନାହିଁ ।
ହେଲେ ଏମିତି ରାସ୍ତା କେତେ ବିପଦଜନକ ଥରେ ଭାବନ୍ତୁ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହେଉଛି ।
ଆଜ୍ଞା ହଁ ଏହି ଭିଡିଓଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହା ସମାଜକୁ ଏକ ବାର୍ତ୍ତା ଦେଉନି କି । ରାସ୍ତା ଖାଲ ଖମା ଯଦି ମରାମତି ନହୁଏ । ବର୍ଷା ଦିନେ ଏମିତି ଅନେକ ଲୋକ ଏପରି ଦୁର୍ଘଟଣାର ଶିକାର ହେବେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
#ViralVideo 🤣🤣
papa ki pari
- Girlfriend: I didn't have time to take a bath, my love.
- Boyfriend: Trust me you'll have the best bath ever. 🤣#ChupPublicReview Get Now #Birmingham
James Bond #UkraineRussiaWar #ridethewave #TeJran pic.twitter.com/3yhpUnMs8I — Kavita Keshri (@KavitaKeshrii) September 21, 2022