ହୁକାବାର କରଣରୁ ଯୁବଗୋଷ୍ଠୀଙ୍କୁ ହୁକ୍କାର ଅଭ୍ୟାସ କରୁଛନ୍ତି ଯାହା ଫଳରେ ଯୁବଗୋଷ୍ଠୀ ନିଶା ଆଡକୁ ଟାଣିହୋଇ ଯାଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହୁକ୍କା ବାରଗୁଡ଼ିକୁ ବନ୍ଦ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବୁ ବୋଲି ଆଜି ଆମେ ନିଷ୍ପତ୍ତି ନେଇଛୁ । ସମସ୍ତ ରେସ୍ତୋରାଁରେ ବି ଏହି ହୁକ୍କା ବାର ବନ୍ଦ ରିହିବ।” ହୁକ୍କାରେ କିଛି ମାଦକ ଦ୍ରବ୍ୟ ବ୍ୟବହାର କରାଯାଉଛି । ସହରରେ ଯେଉଁ ରେସ୍ତୋରାଁ ଗୁଡ଼ିକୁ ହୁକ୍କା ବାର ଚଳାଉଥିବେ ସେଗୁଡିକର ଲାଇସେନ୍ସ ରଦ୍ଦ ହେବ ବୋଲି କଏମ୍ସି ଚେତାବନୀ ଦେଇଥିବା ହାକିମ କହିଛନ୍ତି।
ବନ୍ଦ ହେବ ହୁକ୍କା ବାର !

ଅର୍ଗସ ବ୍ୟୁରୋ : କଲୋକାତା ସରକାରଙ୍କ ବଡ ପଦକ୍ଷପ । ବନ୍ଦ ହେବ ହୁକ୍କା ବାର । ଏନେଇ ଗତକାଲି କୋଲକାତା ମେୟର ଫିରାଦ ହକିମ ଘୋଷଣା କରିଛନ୍ତି । ଯେଉଁମାନେ ହୁକା ବାର ଚଳାଉଛନ୍ତି କୋଲକାତା ମ୍ୟୁନିସିପାଲ କର୍ପୋରେସନ(କେଏମ୍ସି) ସେମାନଙ୍କର ଲାଇସେନ୍ସ ରଦ୍ଦ କରିବ ବୋଲି ହାକିମ ସୂଚନା ଘୋଷଣା କରିଛନ୍ତି।
Download Argus News App
