ଅଧିକ ପଢନ୍ତୁ: ହୋଟେଲ ରୁମରୁ ମିଳିଲା ଯୁବକଙ୍କ ମୃତଦେହ
ଆକାଂକ୍ଷା ଭୋଜପୁରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ଛୋଟବେଳୁ ତାଙ୍କର ନୃତ୍ୟ ଗୀତ ପ୍ରତି ରୁଚି ରହିଥିଲା । ଟିକଟକ ଭିଡିଓରୁ ହିଁ ସେ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ସବୁଠାରୁ ବଡକଥା ହେଉଛି , ଆକାଂକ୍ଷାଙ୍କର ଆଜି ହିଁ ଭୋଜପୁରୀ ସୁପରଷ୍ଟାର ପବନ ସିଂଙ୍କ ସହ ଏକ ନୂଆ ଗୀତ ରିଲିଜ ହୋଇଛି । ଏହି ଗୀତର ନାଁ ରହିଛି ‘ଆରା କଭି ହାରା ନେହିଁ” । ହେଲେ ଦୁଃଖର ବିଷୟ ଏହି ଅଭିନେତ୍ରୀ ଜଣକ ଆଉ ଦୁନିଆଁରେ ନାହାନ୍ତି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ