ପ୍ରଥମ ବିମାନରେ ଜାମସେଦପୁରକୁ 5 ଜଣ ଜାମସେଦପୁରରୁ କୋଲକାତା 7 ଜଣ ଯାତ୍ରୀ ଯାଇଛନ୍ତି । ପରବର୍ତ୍ତୀ ସମୟରେ ବିଶାଖାପାଟଣା ସମେତ ଉତ୍ତକେଲା କୁ ମଧ୍ୟ ଖୁବ ଶୀଘ୍ର ଇଣ୍ଡିଆ ଏୟାର ୱାନ ଯୋଡ଼ି ହେବ ବୋଲି କହିଛନ୍ତି ଇଣ୍ଡିଆ ଏୟାର ୱାନ ନିର୍ଦ୍ଦେଶକ ସମ୍ବିତ କୁମାର ନାୟକ ।
ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ
Download Argus News App
