ଗାତଟିକୁ ଅତିକ୍ରମ କରିବା ପାଇଁ ପ୍ରଜ୍ଞାନକୁ ଅନେକ କଷ୍ଟ କରିବାକୁ ପଡିଥିଲା । ଯାହା ଵୈଜ୍ଞାନିକମାନଙ୍କ ଚିନ୍ତା ବଢାଇ ଦେଇଥିଲା । ପରବର୍ତ୍ତୀ ସମୟରେ ପ୍ରଜ୍ଞାନ ଗାତଟିକୁ ପାରି କରିଥିଲା ।
ଆଗାମୀ ଦିନରେ ରୋଭର ପ୍ରଜ୍ଞାନ ସମ୍ମୁଖରେ ଅନେକ ଵାଧା ଏଵଂ ପ୍ରତିଵନ୍ଧକ ଆସିଵ ଯାହକୁ ନିଜ ସାମର୍ଥ୍ୟ ଅନୁଯାୟୀ ପ୍ରଜ୍ଞାନ ଅତିକ୍ରମ କରିଵ ଵୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଵୈଜ୍ଞାନିକ ମାନଙ୍କର ଟିମ୍ ସଵୁ ସମୟରେ ରୋଭର ପ୍ରଜ୍ଞାନ ଉପରେ ନଜର ରଖିଛନ୍ତି । କମ୍ ସମ୍ଵଳ ନେଇ ଚନ୍ଦ୍ର ପୃଷ୍ଠରେ ଅଵତରଣ କରିଥିଵା ପ୍ରଜ୍ଞାନ ଉପରେ ଵିଶ୍ଵର ନଜର ରହିଛି । ଏହା ମଧ୍ୟରେ ଇସ୍ରୋ ଅନୁସନ୍ଧାନ ଜାରି ରଖିଛି । ପ୍ରଜ୍ଞାନରେ ଖଞ୍ଜା ଯାଇଥିଵା ଉପକରଣ ମାଧ୍ୟମରେ ଚନ୍ଦ୍ର ପୃଷ୍ଠର ପରୀକ୍ଷଣ ଜାରି ରହିଛି ।
Chandrayaan-3 Mission:
On August 27, 2023, the Rover came across a 4-meter diameter crater positioned 3 meters ahead of its location.
The Rover was commanded to retrace the path.
It's now safely heading on a new path.#Chandrayaan_3#Ch3 pic.twitter.com/QfOmqDYvSF — ISRO (@isro) August 28, 2023