ଆଜି ପବିତ୍ର ବିଜୟା ଦଶମୀ । ଏହି ଉପଲକ୍ଷେ ସାରା ଦେଶ ଆଜି ଉତ୍ସବ ମୁଖର । ଦୁର୍ଗତି ନାଶିନି ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରି ପାପର ବିନାଶ କରିଥିଲେ । ଏହି ଅବସରରେ ଦେଶର କୋଣ ଅନୁକୋଣରେ କେଉଁଠି ମହିଁଶାସୁର ବଦ୍ଧ, ନାଟକ ପରିବେଶଣ ହେଉଛି ତ କେଉଁଠି ପାପି ରାବଣ ପୋଡ଼ି ହେଉଛି । ରାବଣଙ୍କ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ତାକୁ ଦାହ କରାଯାଉଛି । ବିଭିନ୍ନ ବାଣ ରୋଷଣୀ ଦ୍ୱାରା ରାବଣ ପୋଡ଼ି କରାଯାଇଥାଏ । ତେବେ ଦେଖନ୍ତୁ କିପରି ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ସହ ବିଜୟା ଦଶମୀର ଉତ୍ସବ ପାଳନ କରାଯାଉଛି....
ଦେଖନ୍ତୁ କର୍ଣ୍ଣାଟକର ମହିସୁର ପ୍ୟାଲେସ୍କୁ କିଭଳି ସୁନ୍ଦର ଭାବେ ସଜାଯାଇଛି । ରଙ୍ଗ ବେରଙ୍ଗର ଆଲୋକମାଳାରେ ମହିସୁର ପ୍ୟାଲେସ୍ ଯେମିତି ନୂଆ କରି ଘଟକୁଛି ।
#WATCH Mysuru(Karnataka): Mysore Palace lit up on #VijayaDashami pic.twitter.com/pTBi0rUWyh
— ANI (@ANI) October 8, 2019
Mysuru(Karnataka): Mysore Palace lit up on #VijayaDashami pic.twitter.com/3zwvuq4BtP
— ANI (@ANI) October 8, 2019
Maharashtra: Ravana effigy set ablaze in Nagpur as people celebrate #VijayaDashami #Dusshera pic.twitter.com/QtlYIquBcm
— ANI (@ANI) October 8, 2019
ସେହିଭଳି ଆନ୍ଧ୍ରପ୍ରଦେଣରେ 10 ଦିନ ଧରି ପାଳିତ ହେଉଥିବା ଦଶହରା ପର୍ବ ମଧ୍ୟ ଆଜି ଧୁମ୍ ଧାମ୍ରେ ଉଦ୍ଯାପନୀ ହୋଇଛି । ରାଙ୍ଗିନ୍ ଆଲୋକରେ ସାଜସଜ୍ଜା ହୋଇଥିବା ଏକ ଡଙ୍ଗରେ ଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି ।
Andhra Pradesh: Ten-day long #Dussehra celebrations conclude with boat ride of Kanaka Durga and Lord Malleswara in Vijayawada today. pic.twitter.com/IsOJXVPNk1
— ANI (@ANI) October 8, 2019
ନୂଆ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଜୟା ଦଶମୀ ଉତ୍ସବରେ ଯାେଗଦେଇ ରାବଣ ପୋଡ଼ି କରିଛନ୍ତି । ଉଭୟ ପାରମ୍ପରିକ ରୀତିନୀତି ଅନୁସାରେ ଧନୁ ତୀର ମାରି ରାବଣର କୁଶପୁତ୍ତଳିକା ଦାହ କରିଛନ୍ତି । ଏହି କାର୍ଯ୍ୟକ୍ରମ ନବ ଶ୍ରୀ ଧାର୍ମିକ ଲିଲା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା ।
Congress President Sonia Gandhi,Former PM Dr.Manmohan Singh take part in #Dusshera celebrations in Delhi. Event is organized by Nav Shri Dharmik Lila Committee pic.twitter.com/a6n6w57VTv
— ANI (@ANI) October 8, 2019
Delhi: Congress President Sonia Gandhi,Former PM Dr.Manmohan Singh and Congress leader Jai Parkash Aggarwal take part in #Dusshera celebrations in Delhi. Event is organized by Nav Shri Dharmik Lila Committee pic.twitter.com/7CVygsWGzl
— ANI (@ANI) October 8, 2019
ସେହିଭଳି ଚଣ୍ଡିଗଡ଼ରେ ମଧ୍ୟ ରାବଣ ପୋଡ଼ି କାର୍ଯ୍ୟକ୍ରମ ଧୁମ୍ ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକଙ୍କ କହିବାନୁଯାୟୀ ଏହା ହେଉଛି ଭାରତର ସବୁଠାରୁ ଉଚ୍ଚତମ ରାବଣ ।
Ravana measuring 221 feet,set ablaze in Chandigarh. According to the organizers, it is India's tallest Ravana effigy. #Dussehra pic.twitter.com/nPwoOV09kQ
— ANI (@ANI) October 8, 2019
