ଗଜପତି ମୋହନାରେ ସ୍ବାଧୀନତା ଦିବସ ପାଳିତ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ, ଯାତ୍ରୀ ସୁରକ୍ଷିତ
ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ଅହମ୍ମଦାବାଦ୍-ଦିଲ୍ଲୀ ଏୟାର ଇଣ୍ଡିଆ ଫ୍ଲାଇଟ୍ (ଏଆଇ-୦୧୮) ଆଜି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି । ଏଥିରେ ଥିବା ୯୭ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ସର୍ଦାର ବଲ୍ଲଭଭାଇ ପଟେଲ୍ ଅନ୍ତରାଷ୍ଟ୍ରିୟ ଏୟାର ପୋର୍ଟରୁ ଉଡାଣ ଭରିବାର ୧୦ମିନିଟ୍ ପରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା ଏହି ବିମାନ ।
ଯାହାଦ୍ୱାରା ଶିଘ୍ର ଲ୍ୟାଣ୍ଡ କରିବାକୁ ପଡିଲାଥିଲା ଏୟାର ଇଣ୍ଡିଆ ବିମାନକୁ । ଫ୍ଲାଇଟ୍ ଏଆଇ-୦୧୮ ଅହମ୍ମଦବାଦ୍ ଏୟାପୋର୍ଟରୁ ସକାଳ ୭ ଟା ୧୦ ମିନିଟ୍ ରୁ ଉଡାଣ ଭିରିବାର ଥିଲା ଏବଂ ଗନ୍ତବ୍ୟସ୍ଥଳ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରିୟ ଏୟାରପୋର୍ଟ ରେ ଶକାଳ ୮ ଟା ୪୫ ମିନିଟ୍ ରେ ପହଞ୍ଚିବାର ଥିଲା ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
