ଏସିଆ କପର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବ ଭାରତ । ପୂର୍ବରୁ ଅବସର ନେଇ ଉପ-ଅଧିନାୟକ ଦାୟିତ୍ବ ପାଇଥିଲେ ବୀରେନ୍ଦ୍ର । ଏବେ ଉପ-ଅଧିନାୟକ ଭାର ଷ୍ଟ୍ରାଇକର୍ ନୀଲମ୍ ସଞ୍ଜୀମ ଜୈସ୍ ନେବେ । ୨୩ ମେରୁ ଜାକାର୍ତ୍ତାରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ ।
ଆହୁରି ଅଧିକ ଖେଳ ଖବର ପଢନ୍ତୁ...
ଅର୍ଗସ ବ୍ୟୁରୋ : ଭାରତୀୟ ଦଳକୁ ଲିଡ୍ କରିବେ ଲାକ୍ରା । ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରାଙ୍କୁ ବଡ଼ ଦାୟିତ୍ବ । ଏସିଆ କପରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଆଧିନାୟକ ରୁପିନ୍ଦର ପାଲ୍ ସିଂ ଆହତ ହେବାରୁ ତାଙ୍କୁ ଏ ଦାୟିତ୍ବ ଦିଆଯାଇଛି ।