ସେହିପରି ମେଘାଳୟରେ ସମସ୍ତ ୬୦ ଟି ଆସନରେ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ବିଜେପି ଏବଂ ପ୍ରାର୍ଥୀମାନଙ୍କର ତାଲିକା ମଧ୍ୟ ପ୍ରକାଶ କରିଛି । କିଛିଦିନ ତଳେ ନିର୍ବାଚନ କମିଶନ ଏହି ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଧାର୍ଯ୍ୟ କରିଥିଲେ ।
ସେହି ଅନୁସାରେ ଫେବୃଆରୀ ୨୭ରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଏହି ଦୁଇ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୨ ରେ ଫଳାଫଳ ଘୋଷଣା କରାଯିବ । ଆସନ୍ତା ୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ତାରିଖ ରଖାଯାଇଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।