#WATCH | BJP MLA Surendra Singh in UP's Ballia claimed drinking cow urine has protected him from coronavirus. He also recommended people to 'drink cow urine with a glass of cold water'. (07.05)
(Source: Self made video) pic.twitter.com/C9TYR4b5Xq — ANI UP (@ANINewsUP) May 8, 2021
ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ସିଂ କହିଛନ୍ତି ଯେ, "ସନ୍ଦେହ କର ନାହିଁ, ଏଥିରେ ବୈଜ୍ଞାନିକ ତତ୍ତ୍ଵ କଣ ଅଛି ସେ ସମ୍ବନ୍ଧରେ ମୁଁ ଜାଣି ନାହିଁ, କିନ୍ତୁ କୋଭିଡ -19 ପରି ମାରାତ୍ମକ ଭୁତାଣୁରୁ ମୁକ୍ତି ପାଇବା ପାଇଁ ଏହାର ଅସୀମ ଶକ୍ତି ଅଛି। ଦିନକୁ ପ୍ରାୟ 18 ଘଣ୍ଟା ସର୍ବସାଧାରଣ ସ୍ଥାନରେ ବିତାଇବା ସହ ମୁଁ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।
କୋଭିଡ ସାମ୍ନାରେ ସମସ୍ତ ବୈଜ୍ଞାନିକ ଜ୍ଞାନ ବିଫଳ ହୋଇଛି ବୋଲି ଦାବି କରି ସିଂ କହିଛନ୍ତି, “ବିଜ୍ଞାନ ଏତେ ଅଗ୍ରଗତି ପରେ ମଧ୍ୟ ଲୋକମାନେ ଲକ୍ଷ ଲକ୍ଷରେ ମରୁଛନ୍ତି, ତେଣୁ ଏହି ପରିସ୍ଥିତିରେ ଲୋକମାନେ ଇଶ୍ୱରଙ୍କୁ ମନେ ରଖିବା ଉଚିତ ଏବଂ ପୁରାତନ ପିଢୀ କଣ କାର୍ଯ୍ୟ କରିଥିଲେ ତାହା ସମ୍ବନ୍ଧରେ ଜାଣିବା ଉଚିତ।