ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଟୁଇଟ କରି ଲେଖିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅମ୍ବାଲା ଏମ୍ପି ରତନଲାଲ କାଟାରିଆଙ୍କ ମୃତ୍ୟୁରେ ମୁଁ ଗଭୀର ମର୍ମାହତ। ହରିୟାଣା ଲୋକଙ୍କ ଉନ୍ନତି ପାଇଁ ସେ ସଂସଦରେ ସବୁବେଳେ ସ୍ବର ଉଠାଉଥିଲେ। ତାଙ୍କ ବିୟୋଗ ରାଜନୀତିରେ ଏକ ଅପୂରଣୀୟ କ୍ଷତି।
ଅଧିକ ପଢ଼ନ୍ତୁ ଭାରତ ଖବର