ସୁଚନାନୁସାରେ ଏହି ପିଲାମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ପିଲାର ମୃତ୍ୟୁ ନେଇ ଏପର୍ଯ୍ୟନ୍ତ ଅଧିକାରିମାନ ସ୍ପଷ୍ଟ କରିନାହାଁନ୍ତି। ତିନି ପିଲାଙ୍କୁ ପଟିୟାଲା ର ରାଜିନ୍ଦରା ହସ୍ପିଟାଲକୁ ରେଫର କରାଯାଇଛି। ତେବେ ବିଶ୍ଫୋରଣ ଏତେ ସାଙ୍ଘାତିକ ଥିଲା ଯେ ଘର ସହ ଛାତ ଉଡିଯାଇଥିଲା।
ପଞ୍ଜାବରେ ଅଘଟଣ, ବିସ୍ଫୋରଣ ଘଟି ୪ ଗୁରୁତର
Download Argus News App
