କିରଣ ୨୦୨୧ରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ଚିକିତ୍ସା ପରେ କିରଣ ଖେର ଆରୋଗ୍ୟ ହୋଇଥିଲେ।
ଅଧିକ ଭାରତ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ବିଜେପି ଏମପି କିରନ ଖେର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି। ତେଣୁ ଯିଏ ମୋ ଯୋଗାଯୋଗରେ ଆସିଥିବେ ସେମାନେ ତୁରନ ନିଜର ଟେଷ୍ଟ କରାନ୍ତୁ। କିରଣ ଏହି ପୋଷ୍ଟ ଶେୟାର କରିବାପରେ ତାଙ୍କ ଫ୍ୟାନ ଏବଂ ଶୁଭେଚ୍ଛୁମାନେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
କିରଣ ୨୦୨୧ରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ଚିକିତ୍ସା ପରେ କିରଣ ଖେର ଆରୋଗ୍ୟ ହୋଇଥିଲେ।
ଅଧିକ ଭାରତ ଖବର ପଢ଼ନ୍ତୁ